ଷ୍ଟେଟ୍‌ ବ୍ୟାଙ୍କ୍‌ ନେଲା ବଡ଼ ନିଷ୍ପତ୍ତି; ଏଣିକି ଜଣଙ୍କ ଏସ୍‌ବିଆଇ ଆକାଉଣ୍ଟ୍‌ରେ ଅନ୍ୟ ଜଣେ କରିପାରିବେ ନାହିଁ ଅର୍ଥ ଜମା!

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌(ଏସ୍‌ବିଆଇ) ଏକ ନୂଆ ନିୟମ ଜାରି କରିଛି। ଏଣିକି ଆପଣଙ୍କ ସଞ୍ଚୟ ଖାତାରେ ଅନ୍ୟ କେହି ଟଙ୍କା ଜମା କରିପାରିବେ ନାହିଁ। ଅତ୍ୟାବଶ୍ୟକ କ୍ଷେତ୍ରରେ ଏସ୍‌ବିଆଇ ପକ୍ଷରୁ ରହିଥିବା ପ୍ରକ୍ରିୟା ଅନୁସାରେ ଜମା କରିହେବ। ଆପଣଙ୍କ ବ୍ୟାଙ୍କ୍‌ ଖାତାରେ ଯଦି ଅନ୍ୟ କେହି ଜମା କରିବାକୁ ଚାହାନ୍ତି ତେବେ ଫର୍ମରେ ଆପଣଙ୍କ ଦସ୍ତଖତ କିମ୍ବା ଆପଣଙ୍କର ଏକ ଲିିଖିତ ପତ୍ର ଦେବାକୁ ହେବ। ବିମୁଦ୍ରାୟନ ସମୟରେ … Continue reading ଷ୍ଟେଟ୍‌ ବ୍ୟାଙ୍କ୍‌ ନେଲା ବଡ଼ ନିଷ୍ପତ୍ତି; ଏଣିକି ଜଣଙ୍କ ଏସ୍‌ବିଆଇ ଆକାଉଣ୍ଟ୍‌ରେ ଅନ୍ୟ ଜଣେ କରିପାରିବେ ନାହିଁ ଅର୍ଥ ଜମା!